Meaning : ଲତା ଜାତୀୟ ଗଛର ଏକ ପିତାଫଳ ଯାହାକୁ ତରକାରୀ କରାଯାଏ
Example :
ସେ କଲରା ତରକାରୀ ଖାଇବାକୁ ବହୁତ ଭଲପାଏ
Translation in other languages :
Meaning : ତରକାରୀପାଇଁ ବ୍ୟବହୃତ ଏକ ଶାଗୁଆ ରଙ୍ଗର ପିତା ପରିବା
Example :
ସେ କଲରା ଉପରେ କୀଟ ନାଶକ ଔଷଧ ପକାଉଛି
Translation in other languages :