Subscribe
URL of the page has been copied to clipboard.
Meaning : ହଳ ହୋଇଥିବା
Example : କୃଷକ କର୍ଷିତ ବିଲରେ ବିହନ ବୁଣୁଥିଲା
Synonyms : ହଳ ହୋଇଥିବା
Translation in other languages :हिन्दी English
जोता हुआ।
(of farmland) broken and turned over with a plow.
Meaning : ଯେଉଁ ଭୂମି ଚାଷ ଯୋଗ୍ୟ
Example : ସେ ନିଜ କର୍ଷିତ ଜମିର କିଛି ଅଂଶ ତା ଚାକରକୁ ଦେବାକୁ ଚାହୁଁଛି
Synonyms : ଚାଷ ଯୋଗ୍ୟ, ଚାଷୋପଯୋଗୀ
खेती या कृषि कर्म के योग्य।
(of farmland) capable of being farmed productively.
Meaning : ଯାହା କର୍ଷିତ ଓ ବପିତ ହୋଇଥାଏ(ଖେତ)
Example : କୃଷକଟି କର୍ଷିତ ଖେତର ଦେଖାଶୁଣା କରୁଛି
Translation in other languages :हिन्दी
जो जोता और बोया हुआ हो (खेत)।
Install App