Meaning : ଜଣେ ଋଷି ଯାହାଙ୍କର ସୃଷ୍ଟି ବ୍ରହ୍ମାଙ୍କ ଛାୟାରୁ ହୋଇଥିଲା ବୋଲି ବିଶ୍ୱାସ କରାଯାଏ
Example :
ସ୍ୱୟମ୍ଭୁବ ମନୁ ଏବଂ ଶତରୂପାଙ୍କ କନ୍ୟା ଦେବହୂତିଙ୍କ ବିବାହ କର୍ଦମ ଋଷିଙ୍କ ସହିତ ହୋଇଥିଲା
Synonyms : କର୍ଦମ
Translation in other languages :
A mentor in spiritual and philosophical topics who is renowned for profound wisdom.
sage