Meaning : ମନକୁ ଅଧିକ କଷ୍ଟ ପହଞ୍ଚାଉଥିବା
Example :
ହତ୍ୟାଭଳି ହୃଦୟ ବିଦାରକ ଘଟଣାସବୁ ଆଜିକାଲି ସାଧାରଣ ହୋଇଗଲାଣି
Synonyms : ଦାରୁଣ, ବିଦାରକ, ମର୍ମଘାତୀ, ମର୍ମଭେଦୀ, ମର୍ମାନ୍ତକ, ମାର୍ମିକ, ହୃଦୟ ବିଦାରକ
Translation in other languages :
मन को बहुत अधिक कष्ट पहुँचानेवाला।
हत्या जैसी हृदय-विदारक घटनाएँ आजकल आम हो गयी हैं।