Meaning : କାହାରିକୁ କରିବାପାଇଁ ପ୍ରବୃତ୍ତ କରିବା
Example :
ଠିକାଦାର ଶ୍ରମିକଙ୍କଦ୍ୱାରା କାମ କରାଉଛି
Synonyms : ପ୍ରବର୍ତ୍ତାଇବା, ପ୍ରବୃତ୍ତ କରାଇବା
Translation in other languages :
Meaning : କୌଣସି କାର୍ଯ୍ୟ ଅନ୍ୟ କାହାଦ୍ୱାରା କରାଇବା
Example :
ଏ କାମ କରାଇବା ପରେ ମୁଁ ଆପଣଙ୍କ କାମ କରାଇବି
Translation in other languages :
कोई काम किसी और से कराना।
यह काम कराने के बाद मैं आपका काम कराऊँगा।