Meaning : ଯେ କରର ଅଧୀନ ବା ଯାହାଙ୍କୁ କର ଦେବାକୁ ପଡ଼େ
Example :
ଏହି ଦୋକାନର ସବୁ ଜିନିଷ କରଯୁକ୍ତ
Translation in other languages :
Meaning : ଯାହା ଉପରେ କର, ଶୁଳ୍କ ଆଦି ଲଗାଯାଏ
Example :
ତହସିଲଦାର ମୋର କରଯୁକ୍ତ ସମ୍ପତିର ଲେଖାଲେଖି କରୁଛନ୍ତି
Translation in other languages :
Liable to be accused, or cause for such liability.
The suspect was chargeable.Meaning : ଯାହା ଉପରେ କର ବା ଶୁଳ୍କ ଲଗାଯାଇପାରିବ
Example :
ସମସ୍ତଙ୍କୁ ନିଜର କରଯୁକ୍ତ ସମ୍ପତିର ବିବରଣି ଦେବାକୁ ପଡ଼ିବ
Translation in other languages :