Meaning : ଗୋଟିଏ ପ୍ରକାରର ଉଲ୍ କପଡ଼ା
Example :
କମ୍ବଳରୁ ବହୁପ୍ରକାରର ପୋଷାକ ତିଆରି ହୁଏ
Translation in other languages :
Meaning : ଏକ ପ୍ରକାର କମ୍ବଳ
Example :
ସେ ଥଣ୍ଡାରୁ ରକ୍ଷା ପାଇବାପାଇଁ କମ୍ବଳ ଘୋଡ଼ିହେଲା
Translation in other languages :
Meaning : ଉଲ୍ଆଦିରେ ବୁଣା ହୋଇଥିବା ମୋଟା ବସ୍ତ୍ର ଯାହା ଘୋଡ଼ିହେବାଆଦି କାମରେ ଲାଗେ
Example :
ରାମୁ ମଞ୍ଚା ଉପରେ କମ୍ବଳ ଘୋଡ଼ିହୋଇ ଶୋଇ ଥିଲା
Synonyms : କଂବଳ
Translation in other languages :