Meaning : ଶରୀରରେ ଏକ ପ୍ରକାରର ଶିହରଣ ଅନୁଭୂତ ହେବା
Example :
ଥଣ୍ଡାରୁ ତାଙ୍କ ଶରୀର କମ୍ପୁଅଛି
Synonyms : କମ୍ପିତହେବା, ଥରଥରହେବା, ଥରିବା, ଶିହରୀତହେବା
Translation in other languages :
शरीर में एक प्रकार की सिहरन महसूस होना।
ठंड के कारण उसका शरीर काँप रहा है।Meaning : ଭୟଆଦି କାରଣରୁ କମ୍ପିବା
Example :
ଉଗ୍ରବାଦୀକୁ ଦେଖି ସୋହନର ଶରୀର କମ୍ପିବାରେ ଲାଗିଲା ନିରୀହ ସାଙ୍ଗର ନିର୍ମମ ହତ୍ୟା ଦେଖି ଛୁଆମାନଙ୍କର ଛାତି ଥରି ଉଠିଲା
Synonyms : କମ୍ପିତ ହେବା, ଥରି ଉଠିବା, ଥରିବା
Translation in other languages :
क्रोध, भय आदि के कारण काँपने लगना।
उग्रवादी को देखते ही सोहन का शरीर थरथराने लगा।