Meaning : ରହିରହି ଧୀରେଧୀରେ ହଲିବା ବା କମ୍ପିବା ପ୍ରକ୍ରିୟା
Example :
ବୈଦ୍ୟ ନାଡ଼ିର ସ୍ପନ୍ଦନ ଦେଖି ହିଁ ରୋଗର ଲକ୍ଷଣ ଜାଣିପାରନ୍ତି
Translation in other languages :
Meaning : ଡର ବା ଭୟରେ ଅଚାନକ ଥରି ଉଠିବା ପ୍ରକ୍ରିୟା
Example :
ଦୁର୍ଘଟଣାର ଦୃଶ୍ୟ ଦେଖିବାକ୍ଷଣି ହିଁ ହୃଦୟରେ କମ୍ପନ ଜାତ ହେଲା
Translation in other languages :
Meaning : ଭୟର କାରଣ ବା ଅନୁଭବ ହେବାର ଅବସ୍ଥା(ଅଧିକତର ସୁଖ)
Example :
ବେଳେବେଳେ କୌଣସି ଅଚାନକ ଆଶ୍ଚର୍ଯ୍ୟଜନକ କାମମଧ୍ୟ ଶିହରଣର କାରଣ ହୋଇଥାଏ
Translation in other languages :
भय का (अधिकतर सुखद) बोध या महसूस होने की अवस्था।
कभी-कभी कोई अचानक आश्चर्यजनक काम भी सिहरन का कारण होता है।