Meaning : ଘାଘରା, ପାଇଜାମା ଆଦି ବାନ୍ଧିବାପାଇଁ ସୁତାର ସାଧାରଣ ଡୋର
Example :
ଡୋରରେ ଗଣ୍ଠି ପଡ଼ିଯିବାରୁ ତାକୁ କାଟିବାକୁ ପଡ଼ିଲା
Synonyms : ଅଣ୍ଟାସୁତା, ଡୋର, ଡୋରି
Translation in other languages :
A tie consisting of a cord that goes through a seam around an opening.
He pulled the drawstring and closed the bag.