Meaning : ଦୁଆରର ଚଉକାଠରେ କବାଟକୁ ଜଡ଼ାଇ ରଖୁଥିବା ଲୁହାର ଛିଦ୍ରଯୁକ୍ତ ଜାଲି
Example :
ଏହି ମହଲାର ପ୍ରତ୍ୟେକ କବାଟରେ ମଜବୁତ କବ୍ଜା ଲାଗିଛି
Translation in other languages :
A hinge mortised flush into the edge of the door and jamb.
butt hinge