Meaning : ମୁଁହରୁ ବାହାରୁଥିବା ଗାଢ଼, ତରଳ ଧଳା ରସ
Example :
ତା ମୁଁହରୁ ଛେପ ସହିତ ରକ୍ତ ମଧ୍ୟ ବାହାରୁଅଛି
Synonyms : ଛେପ
Translation in other languages :
Meaning : ଛେପ ପକାଇବା ବା କାଶିବା ସମୟରେ ମୁହଁରୁ ବାହାରିଥିବା ଗାଢ଼ ଅଠାଳିଆ ପଦାର୍ଥ
Example :
ସେ ଯେତେବେଳେ କାଶେ ତା ପାଟିରୁ କଫ ବାହାରେ
Translation in other languages :