Meaning : ଯାହାର ମନ୍ଦ ଚିନ୍ତାଧାରା ବା କୁବିଚାର ବ୍ୟକ୍ତି
Example :
ଖଳ ଲୋକଙ୍କଠାରୁ ଦୂରରେ ରହିବା ଉଚିତ
Synonyms : ଖଳ, ଦୁର୍ଜନକୁବିଚାର, ମନ୍ଦ ଚିନ୍ତାଧାରା
Translation in other languages :
Meaning : ଧୋକା ଦେବା ବ୍ୟକ୍ତି
Example :
ଆଧୁନିକ ଯୁଗରେ ଧୋକାବାଜ ଲୋକେ କମ୍ ନାହାନ୍ତି
Synonyms : ଚାଲବାଜ, ଧୂର୍ତ୍ତ, ଧୋକାବାଜ, ପ୍ରତାରକ
Translation in other languages :
धोखा देनेवाला व्यक्ति।
आधुनिक युग में धोखेबाजों की कमी नहीं है।Meaning : ଧୋକା ଦେଲାବାଲା
Example :
ମୋହନ ଜଣେ କପଟୀ ବ୍ୟକ୍ତି, ତାକୁ ସାବଧାନ୍ ରହିବ
Synonyms : ଚାରିଶ୍ବିଶ୍, ଧୋକାବାଜ୍
Meaning : ଧର୍ମର ଆଡମ୍ବର କରି ସ୍ୱାର୍ଥ ସାଧନ କରିବାବାଲା
Example :
ଆଜିକାଲି ସମାଜ କପଟୀ ବ୍ୟକ୍ତିମାନଙ୍କରେ ପୂରିଛି
Synonyms : କପଟିଆ, ଛଳ କପଟୀ, ଦୁଷ୍ଟ, ପାଷାଣ୍ଡ
Translation in other languages :
Excessively or hypocritically pious.
A sickening sanctimonious smile.