Meaning : ଅଯଥା ଯୁକ୍ତିତର୍କ
Example :
ଆଜି ରାମ ଏବଂ ଶ୍ୟାମ ମଧ୍ୟରେ ଏକ ଛୋଟ କଥାକୁ ନେଇ ବିତଣ୍ଡା ହେଲା
Synonyms : କଳି, ଝଗଡ଼ା, ତକରାଳ, ବିତଣ୍ଡା, ଯୁକ୍ତିତର୍କ
Translation in other languages :
Meaning : ଶତ୍ରୁତା ଯୋଗୁଁ ଦୁଇ ଦଳ ମଧ୍ୟରେ ହତିଆର ସାହାଯ୍ୟରେ କରାଯାଉଥିବା ଲଢ଼େଇ
Example :
ମହାଭାରତ ଯୁଦ୍ଧ ଅଠର ଦିନ ପର୍ଯ୍ୟନ୍ତ ଚାଲିଥିଲା
Synonyms : ଝଗଡ଼ା, ଯୁଦ୍ଧ, ରଣ, ଲଢ଼ାଇ, ସଂଗ୍ରାମ, ସମର
Translation in other languages :
शत्रुतावश दो दलों के बीच हथियारों से की जाने वाली लड़ाई।
महाभारत का युद्ध अठारह दिनों तक चला था।