Meaning : କାମ ରୂପରେ ପରିଚିତ ଦେବତା
Example :
କାମଦେବଙ୍କୁ ଶିବଙ୍କ କ୍ରୋଧାଗ୍ନିର ସାମନା କରିବାକୁ ପଡ଼ିଲା
Synonyms : ଅନଙ୍ଗ, କାମଦେବ, ପଞ୍ଚବାଣ, ପଞ୍ଚଶର, ପୁଷ୍ପାୟୁଧ, ମକରଧ୍ୱଜ, ମଦନ, ମନସିଜ, ମନୋଜ, ମନ୍ମଥ, ମୀନକେତନ, ମୀନକେତୁ, ମୀନଧ୍ୱଜ, ରତିକାନ୍ତ, ରତିନାଥ
Translation in other languages :
एक देवता जो काम के रूप माने जाते हैं।
कामदेव को शिव की क्रोधाग्नि का सामना करना पड़ा।