Meaning : ଗୋଟିଏ ପ୍ରକାରର ଖଣ୍ଡ
Example :
ମା ଅସାଢ଼ାରେ ଭଳିକିଭଳି ମିଠାଇ ଗଢନ୍ତି
Synonyms : ଅସାଢ଼ା
Translation in other languages :
Meaning : ତେର ଅକ୍ଷରଯୁକ୍ତ ଏକ ବର୍ଣ୍ଣବୃତ୍ତ
Example :
କନ୍ଦ ବର୍ଣ୍ଣବୃତ୍ତର ପ୍ରତ୍ୟେକ ଚରଣରେ ଚାରୋଟି ଯଗଣ ତଥା ଏକ ଲଘୁ ଥାଏ
Synonyms : କଂଦ, କଂଦ ବର୍ଣ୍ଣବୃତ୍ତ, କନ୍ଦ ବର୍ଣ୍ଣବୃତ୍ତ
Translation in other languages :