Copy page URL Share on Twitter Share on WhatsApp Share on Facebook
Get it on Google Play
Meaning of word କନକ from ଓଡ଼ିଆ dictionary with examples, synonyms and antonyms.

କନକ   ବିଶେଷ୍ୟ

Meaning : ଏକ ବହୁମୂଲ୍ୟ ହଳଦିଆ ଧାତୁ ଯେଉଁଥିରୁ ଗହଣାଆଦି ତିଆରି ହୁଏ

Example : ଆଜିକାଲି ସୁନାର ମୂଲ୍ୟ ଆକାଶ ଛୁଇଁଲାଣି ଚୈତନ୍ୟ ମହାପୁରୁଷଙ୍କ ଶରୀରରୁ ସୁନା ଭଳି ଆଭା ବାହାରୁଥିଲା

Synonyms : କାଞ୍ଚନ, ସୁନା, ସୁବର୍ଣ୍ଣ, ହାଟକ, ହେମ


Translation in other languages :