Meaning : କେବେ ନୁହେଁ ବା ଶତପ୍ରତିଶତ କୌଣସି ସମୟରେ ବି ନୁହେଁ
Example :
ମୁଁ କେବେ ଖରାପ କାମ କରିବି ନାହିଁତୁମେ ମିଛ କହୁଛ ବୋଲି ମୁଁ କେବେ କହିଲି?
Translation in other languages :
कभी नहीं या शत-प्रतिशत किसी भी समय नहीं।
मैं गलत काम कभी नहीं करूँगा।Meaning : ଯେକୌଣସି ଅବସ୍ଥାରେ (କାହା ସହିତ ନାହିଁ ବା ନଆସିବା ଆବଶ୍ୟକ ହୋଇଥାଏ)
Example :
ମୁଁ ଏହି କାମ କଦାପି କରିବି ନାହିଁ
Translation in other languages :
In the slightest degree or in any respect.
Are you at all interested? No, not at all.