Meaning : ଯେ ବଢ଼ିବଢ଼ି କଥା କହେ
Example :
କଥାକୁହାଳିଆ ଲୋକ ମୋର ପସନ୍ଦ ନୁହେଁ
Synonyms : କଥାକୁହା, ଗପୁଡ଼ି, ଭଡ଼ଭଡ଼ିଆ
Translation in other languages :
Exhibiting self-importance.
Big talk.Meaning : କଥା କହିବାରେ ଚତୁର
Example :
ବାକ୍ପଟୁ ରମେଶ ନିଜ କଥାରେ ସମସ୍ତଙ୍କୁ ପ୍ରଭାବିତ କରି ଦିଏ
Translation in other languages :
Expressing yourself readily, clearly, effectively.
Able to dazzle with his facile tongue.