Meaning : କଥା ଚଞ୍ଚକ କରୁଥିବା ଲୋକ
Example :
ତୁମେ ଏହି ଚଞ୍ଚକ ଲୋକଠାରୁ ହୁସିଆର ରହିବ
Synonyms : ଚଞ୍ଚକ
Translation in other languages :
Meaning : ଯେ ବଢ଼ିବଢ଼ି କଥା କହେ
Example :
କଥାକୁହାଳିଆ ଲୋକ ମୋର ପସନ୍ଦ ନୁହେଁ
Synonyms : କଥାକୁହାଳିଆ, ଗପୁଡ଼ି, ଭଡ଼ଭଡ଼ିଆ
Translation in other languages :
Exhibiting self-importance.
Big talk.Meaning : ଯେଉଁଥିରେ କିଛି ବ୍ୟକ୍ତ ହୋଇଥାଏ
Example :
ମୁକର କଥାକୁହା ଆଖି ଆମକୁ ଭାବୁକ କରିଦେଲା
Translation in other languages :
Capable of or involving speech or speaking.
Human beings--the speaking animals.