Meaning : କୌଣସି କଥା ଇତ୍ୟାଦି କହି କିମ୍ବା ପ୍ରତିଶ୍ରୁତି ଦେଇ ତାକୁ ଅସ୍ୱୀକାର କରିବା ବା ପଛକୁ ହଟାଇବା
Example :
ସେ ନିଜ କଥା ରକ୍ଷା କରିପାରିଲେ ନାହିଁ
Synonyms : କଥା ଭାଙ୍ଗିବା, ପଛଘୁଞ୍ଚାଦେବା
Translation in other languages :
Make a retreat from an earlier commitment or activity.
We'll have to crawfish out from meeting with him.