Subscribe
URL of the page has been copied to clipboard.
Meaning : କିଛି କହିବା କ୍ରିୟା
Example : ସେନାଅଧିକାରୀଙ୍କ କଥାଶୁଣି ସୈନିକ ନିଜ କାର୍ଯ୍ୟରେ ଯୋଗଦେଲେ
Synonyms : କଥା
Translation in other languages :हिन्दी English
कुछ कहने या बोलने की क्रिया।
The use of uttered sounds for auditory communication.
Meaning : କୌଣସି ବିଷୟକୁ ସ୍ପଷ୍ଟ କରିବାପାଇଁ କୁହାଯାଇଥିବା କଥା
Example : ଯୌତୁକ ଉପରେ ତାର ବକ୍ତବ୍ୟ ପ୍ରଶଂସନୀୟ ଥିଲା
Synonyms : ବକ୍ତବ୍ୟ, ବୟାନ
Translation in other languages :हिन्दी
किसी विषय में कही हुई कोई ऐसी बात जो किसी विषय को स्पष्ट करे।
Install App