Meaning : ଭଲ ନ ଲାଗିବା ବା କୌଣସି କାମ ବା କଥାରେ ମନ ଦୁଃଖ କରିବା
Example :
ସତ କଥା ପ୍ରାୟତଃ କଣ୍ଟା ଫୋଡ଼ିଲା ଭଳି ଲାଗେ
Synonyms : ଅପ୍ରିୟ ଲାଗିବା, ଖଟକା ଲାଗିବା, ଖରାପ ଲାଗିବା
Translation in other languages :
अच्छा न लगना या किसी के काम या बातों से मन को दुख पहुँचना।
सत्य बात अकसर चुभती है।