Meaning : ଅତି ଛୋଟ ଟୁକୁରା
Example :
ପ୍ରତି କଣିକାରେ ଭଗବାନ ବ୍ୟାପିରହିଛନ୍ତି
Synonyms : ଅଣୁ
Translation in other languages :
Meaning : ପଡ଼ିବା ବେଳେ ଜଳଆଦି ତରଳ ପଦାର୍ଥର ସେଭଳି କିଛି ଅଂଶ ଯାହା ପ୍ରାୟ ଛୋଟ ଗୋଲି ଭଳି ହୋଇଯାଏ
Example :
ବୁନ୍ଦାବୁନ୍ଦା ପାଣିରେ ଘଟ ଭରିଯାଏ
Synonyms : ବୁନ୍ଦା, ବୁନ୍ଦାବୁନ୍ଦା
Translation in other languages :