Meaning : ଯେ ନମନୀୟ ନୁହେଁ ବା ଯାହାକୁ ନୁଆଇଁ ହେବ ନାହିଁ
Example :
ଏହି ଲୁହାଛଡ଼ ଅନମନୀୟ ଆଲେକ୍ଜାଣ୍ଡାରଙ୍କ ସାମ୍ନାରେ ପୁରୁ ଅନମନୀୟ ଥିଲେ
Translation in other languages :
Meaning : ଯାହା ଚିକଣିଆ ନାହିଁ
Example :
ଭଜା କମ ହେବା କାରଣରୁ ତରକାରି କଡ଼ା ହୋଇଗଲା
Translation in other languages :
Meaning : ଯାହାର ପ୍ରକୃତି କୋମଳ ନୁହେଁ
Example :
ଆମ ବାପା ବହୁତ କଡ଼ା ପ୍ରକୃତିର
Translation in other languages :
Meaning : ଯାହାର ବ୍ୟବହାର କଠୋର ହୋଇଥାଏ ବା ଯେ କଠୋର ବ୍ୟବହାର କରେ
Example :
ଆମ ପ୍ରଧାନଶିକ୍ଷକ ବଡ଼ କଠୋର, ସେ ସବୁପିଲାଙ୍କ ସହିତ ବହୁତ କଠୋର ଭାବରେ ମିଶିଥାନ୍ତି
Translation in other languages :
जिसका व्यवहार कठोर हो या जो कठोर व्यवहार करता हो।
हमारे प्रधानाचार्यजी सख्त हैं,वे सभी बच्चों के साथ बहुत ही सख़्ती से पेश आते हैं।Meaning : ଯେଉଁଥିରେ ଦୟାନାହିଁ
Example :
କଂସ ଜଣେ କ୍ରୁରବ୍ୟକ୍ତି ଥିଲା, ସେ ବସୁଦେବ ଓ ଦେବକୀକୁ ବନ୍ଦୀଶାଳାରେ ରଖିଥିଲା
Synonyms : କରୁଣାହୀନ, କ୍ରୁର, ଦୟାହୀନ, ନିର୍ଦ୍ଦୟ, ନିଷ୍ଠୁର, ନୃଶଂସ
Translation in other languages :
जिसमें दया न हो।
कंस एक क्रूर व्यक्ति था, उसने वसुदेव और देवकी को कैदख़ाने में डाल दिया था।Without mercy or pity.
An act of ruthless ferocity.