Meaning : କାଟିବା କାମ
Example :
ଏବେ ଧାନ କଟା ଚାଲିଛି
Translation in other languages :
Meaning : ଚିରିଗଲେ ବା କଟିଗଲେ ହେଉଥିବା କ୍ଷତ ବା ଘା’
Example :
ସେ କଟା ଉପରେ ପଟି ବାନ୍ଧିଦେଲା
Synonyms : ଚିରା
Translation in other languages :
Meaning : କଟା ହୋଇଥିବା
Example :
ରୀମାର କଟା ହାତ ଦେଖି ସେ ଡରିଗଲା
Translation in other languages :