Subscribe
URL of the page has been copied to clipboard.
Meaning : କଞ୍ଜୁସି କରିବା ବ୍ୟକ୍ତି
Example : ରମେଶ ବହୁତ ବଡ଼ କୃପଣ କଞ୍ଜୁସର ଧନ ଶେଷରେ କେଉଁ କାମର !
Synonyms : କୃପଣ
Translation in other languages :हिन्दी English
कंजूसी करनेवाला व्यक्ति।
A selfish person who is unwilling to give or spend.
Meaning : ଯେ ଧନକୁ ଭୋଗ କରେନାହିଁ, ବ୍ୟୟ କରେନାହିଁ ବା କାହାକୁ ବି ଦିଏ ନାହିଁ
Example : ଏତେ ଧନ ଥାଇ ବି ସେ କୃପଣ
Synonyms : କାମ୍ପି, କୁସୁମ କାଠ, କୃପଣ, ଗଣ୍ଠିଆ, ରଙ୍କ
जो धन का भोग या व्यय न करे और न ही किसी को दे।
Unwilling to part with money.
Install App