Copy page URL Share on Twitter Share on WhatsApp Share on Facebook
Get it on Google Play
Meaning of word କଙ୍ଗୋ from ଓଡ଼ିଆ dictionary with examples, synonyms and antonyms.

କଙ୍ଗୋ   ବିଶେଷ୍ୟ

Meaning : ଚୀନରେ ଉତ୍ପନ୍ନ ହେଉଥିବା କଳାଚା’

Example : କଙ୍ଗୋର ଇଂଗ୍ରାଜୀ ନାସ୍ତା ଚା’ମଧ୍ୟ କହନ୍ତି

Synonyms : କଙ୍ଗୋ ଚା’

Meaning : ମଧ୍ୟ ଆଫ୍ରିକାର ଏକ ଦେଶ

Example : କଙ୍ଗୋକୁ ବେଲଜିୟମ୍ ଠାରୁ ୧୯୬୦ରେ ସ୍ୱତନ୍ତ୍ରତା ମିଳିଲା

Synonyms : କଂଗୋ


Translation in other languages :

A republic in central Africa. Achieved independence from Belgium in 1960.

belgian congo, congo, democratic republic of the congo, zaire

Meaning : ପଶ୍ଚିମ-ମଧ୍ୟ ଆଫ୍ରିକାର ଏକ ଦେଶ

Example : କଙ୍ଗୋକୁ ଫ୍ରାନ୍ସଠାରୁ ୧୯୬୦ ମସିହାରେ ସ୍ୱତନ୍ତ୍ରତା ମିଳିଲା୤

Synonyms : କଂଗୋ, କଂଗୋ ଗଣତନ୍ତ୍ର, କଙ୍ଗୋ ଗଣତନ୍ତ୍ର


Translation in other languages :

A republic in west-central Africa. Achieved independence from France in 1960.

congo, french congo, republic of the congo

Meaning : ମଧ୍ୟ ଆଫ୍ରିକା ମହାଦ୍ୱୀପର ଏକ ଦେଶ

Example : ଅଙ୍ଗୋଲା କଙ୍ଗୋର ଏକ ପଡ଼ୋଶୀ ଦେଶ

Synonyms : କଙ୍ଗୋ ଲୋକତାନ୍ତ୍ରିକ ଗଣରାଜ୍ୟ

Meaning : ଗୋଟିଏ ପ୍ରମୁଖ ଆଫ୍ରିକା ନଦୀ

Example : କଙ୍ଗୋ ବିଶ୍ୱର ବଡ଼ ନଦୀ ମଧ୍ୟରୁ ଗୋଟିଏ

Synonyms : କଙ୍ଗୋ ନଦୀ

Meaning : ଆଫ୍ରିକାର ପ୍ରମୁଖ ନଦୀମାନଙ୍କ ମଧ୍ୟରୁ ଗୋଟିଏ

Example : କଙ୍ଗୋ ବିଶ୍ୱର ସବୁଠାରୁ ଦୀର୍ଘତମ ନଦୀମାନଙ୍କ ମଧ୍ୟରୁ ଗୋଟିଏ

Synonyms : କଙ୍ଗୋନଦୀ


Translation in other languages :

अफ्रीका की प्रमुख नदियों में से एक।

कॉन्गों विश्व की सबसे लम्बी नदियों में से एक है।
कांगो, कांगो नदी, कान्गो, कान्गो नदी, कॉन्गो, कॉन्गो नदी, कोंगो, कोंगो नदी, कोन्गो, कोन्गो नदी, जैरे नदी

A major African river (one of the world's longest). Flows through Congo into the South Atlantic.

congo, congo river, zaire river

Meaning : ପଶ୍ଚିମ ମଧ୍ୟ ଆଫ୍ରିକା ମହାଦ୍ୱୀପର ଗୋଟିଏ ଦେଶ

Example : କଙ୍ଗୋ ୧୯୬୦ରେ ସ୍ୱତନ୍ତ୍ର ହେଲା

Synonyms : କଙ୍ଗୋ ଗଣତନ୍ତ୍ର