Subscribe
URL of the page has been copied to clipboard.
Meaning : ସ୍ତ୍ରୀଲୋକଙ୍କର ଘୋଡ଼ିହେବା ବସ୍ତ୍ର ବା ଚାଦର
Example : ଶ୍ୱଶୁରାଳୟକୁ ଯିବା ସମୟରେ ସେ ଲାଲ ଓଢ଼ଣୀ ଘୋଡ଼ିହୋଇଥିଲା
Translation in other languages :हिन्दी
स्त्रियों के ओढ़ने का वस्त्र या चादर।
Meaning : ସ୍ତ୍ରୀମାନଙ୍କର ପିନ୍ଧିବା ବା ଢାଙ୍କିହେବାର ବସ୍ତ୍ର
Example : ତାର ଲାଲ ଓଢ଼ଣୀ ପବନରେ ତରଙ୍ଗାୟିତ ହେବା ନଜରରେ ପଡ଼ିଲା
Synonyms : ଆସ୍ତରଣ, ଉପରାଣ, ଖଣ୍ଡୁଆ
स्त्रियों के पहनने या ओढ़ने का कपड़ा।
Meaning : ଉପର ଆଡ଼ୁ ଶରୀରକୁ ଢାଙ୍କିରଖୁଥିବା ଲୁଗା
Example : ଠାଏ ଠାଏ ଫାଟିଯାଇଥିବା ଉତ୍ତରୀ ତା ନିର୍ଦ୍ଧନତାକୁ ପ୍ରମାଣିତ କରେ
Synonyms : ଉତ୍ତରୀ
ऊपर से शरीर ढाँकने का एक कपड़ा।
Install App