Meaning : କିଛି କରି ପାରିବାର କ୍ଷମତା
Example :
ତୁମଠାରେ କି ସାମର୍ଥ୍ୟ ଅଛି ଯେ ମୁଁ ତୁମକୁ ଡରିବି?
Synonyms : ଦମ୍, ଶକ୍ତି, ସାମର୍ଥ୍ୟ
Translation in other languages :
The quality of being capable -- physically or intellectually or legally.
He worked to the limits of his capability.