Meaning : ଯେ ଯାଦୁଖେଳ କରେ
Example :
ଯାଦୁକର ରୁମାଲକୁ ଫୁଲରେ ପରିଣତ କରିଦେଲା
Translation in other languages :
Someone who performs magic tricks to amuse an audience.
conjurer, conjuror, illusionist, magician, prestidigitatorMeaning : ଇନ୍ଦ୍ରଜାଲ ତିଆରି କରୁଥିବା ଲୋକ
Example :
ଇନ୍ଦ୍ରଜାଲିକଙ୍କ ଘର କେଉଁଠି?
Synonyms : ଇନ୍ଦ୍ରଜାଲିକ, କୁହୁକିଆ, ବାଜିକର
Translation in other languages :
One who was versed in the practice of alchemy and who sought an elixir of life and a panacea and an alkahest and the philosopher's stone.
alchemistMeaning : ଖେଳ-ତାମସାଆଦି ଭଳି ବିଭିନ୍ନ ପ୍ରକାରର କସରତ କରିବା, ଦଉଡି ଉପରେ ଚାଲିବାଆଦିର ପ୍ରଦର୍ଶନ କରି ମନୋରଞ୍ଜନ କରାଉଥିବା ବ୍ୟକ୍ତି
Example :
ଆଜି ଆମେ ଯାଦୁକରର ଖେଳ ଦେଖିବାକୁ ଯିବା
Translation in other languages :
Meaning : ଇନ୍ଦ୍ରଜାଲର ବା ଇନ୍ଦଜାଲ ସହ ସମ୍ବନ୍ଧିତ
Example :
ଏହି ବହିରେ ଐନ୍ଦ୍ରଜାଲିକ କାର୍ଯ୍ୟ ସମ୍ପର୍କରେ ବିସ୍ତୀର୍ଣ୍ଣ ବର୍ଣ୍ଣନା କରାଯାଇଛି
Synonyms : କୁହୁକିଆ, ମାୟାବୀ, ଯାଦୁବିଦ୍ୟା ସଂପୃକ୍ତ
Translation in other languages :
इंद्रजाल का या इंद्रजाल से संबंधित।
इस पुस्तक में ऐंद्रजालिक कार्यों के बारे में विस्तार से दिया गया है।