Meaning : ଏଇ ସମୟ ବା ଏଇ ମୁହୂର୍ତ୍ତ ବା ଏଇ କ୍ଷଣ
Example :
ଏବେ ମୁଁ ଶୋଇବାକୁ ଚାହୁଁଛି
Synonyms : ଅଧୁନା, ଏଇ ମୁହୂର୍ତ୍ତରେ, ଏଇ ସମୟରେ, ଏଇକ୍ଷଣି, ଏଇନା, ଏଇନେ, ବର୍ତ୍ତମାନ, ସଂପ୍ରତି
Translation in other languages :
At the present moment.
Goods now on sale.