Meaning : ଏଭଳି କଥା ଯାହାର କିଛି ମୂଲ୍ୟ ନାହିଁ
Example :
ଆପଣଙ୍କର ଏଣୁତେଣୁ କଥା ଶୁଣିବାପାଇଁ ମୋ ପାଖରେ ସମୟ ନାହିଁ
Synonyms : ଅଯୌକ୍ତିକକଥା, ଅର୍ଥହୀନ କଥା, ଅସଙ୍ଗତ କଥା, ବେକାର କଥା
Translation in other languages :
ऐसी बात जो मतलब की न हो।
तुम्हारी ऊलजलूल बातें सुनने के लिए मेरे पास समय नहीं है।