Meaning : ଯେଉଁ ସଂଖ୍ୟା ଦଶରୁ ଅଧିକ
Example :
ସାତ ଏବଂ ଚାରି ମିଶି ଏଗାର
Translation in other languages :
Meaning : କୌଣସି ଇଂରେଜୀ ମାସର ଏକାଦଶତମ ଦିନରେ ପଡ଼ୁଥିବା ତାରିଖ
Example :
ଏମାସ ଏଗାର ତାରିଖଦିନ ଆମ ସ୍କୁଲ ବନ୍ଦ ରହିବ
Synonyms : ଏଗାର ତାରିଖ