Meaning : ଏକ ପ୍ରକାରର ଦୁଇ ଚକିଆ ଗାଡ଼ି ଯେଉଁଥିରେ ଗୋଟିଏ ଘୋଡ଼ା ଯୋଡ଼ା ଯାଇଥାଏ
Example :
ଆମେମାନେ ଏକ୍କା ଚଢ଼ି ଗାଁ ଆଡ଼କୁ ଚାଲିଲୁ
Synonyms : ଇକ୍କା
Translation in other languages :
Meaning : ତାସ୍ର ଗୋଟିଏ ପତ୍ତା
Example :
ତାସ ଖେଳର ପ୍ରତ୍ୟେକ ରଙ୍ଗରେ ଗୋଟିଏ ଲେଖାଁଏ ଟୀକ୍କା ଅଛି
Translation in other languages :
One of four playing cards in a deck having a single pip on its face.
ace