Meaning : ଏକ ସାମାଜିକ ବା ବାଣିଜିକ ସମ୍ବନ୍ଧ
Example :
ସେ ଦେଶର ଜଣାଶୁଣା ବ୍ରାଣ୍ଡ ସହିତ ମିଶ୍ରଣ ପାଇଁ ଚିନ୍ତା କରୁଛି
Synonyms : ଟାଇ-ଅପ୍, ଟାଇଅପ୍, ମିଳନ, ମିଶ୍ରଣ, ସାଯୋଗସାଧନ
Translation in other languages :
A social or business relationship.
A valuable financial affiliation.Meaning : ଦୁଇଟି ବା ଦୁଇଟିରୁ ଅଧିକ ବସ୍ତୁକୁ ମିଶାଇ ଗୋଟିଏ କରିବାର କାମ
Example :
ତତ୍ତ୍ୱର ଏକୀକରଣ ଯୋଗୁଁ ଯୌଗିକ ସୃଷ୍ଟିହୁଏ
Translation in other languages :
The act of making or becoming a single unit.
The union of opposing factions.