Meaning : ଏହି ସଂସ୍ଥା ଯାହାର ଉଦ୍ଦେଶ୍ୟ କଳା,ସାହିତ୍ୟ,ବିଜ୍ଞାନ ଆଦିର ଉନ୍ନତି ତଥା ପ୍ରଚାର କରିବା
Example :
ହିନ୍ଦୀ ଏକାଡ଼େମୀ ହିନ୍ଦୀର ବିକାଶ ଓ ପ୍ରସାରରେ ଲାଗିଛି
Synonyms : ଅକାଦେମୀ
Translation in other languages :
Meaning : ;ଜ୍ଞାନର ଉନ୍ନତି ଲାଗି ପ୍ରସ୍ତୁତ ଭବନ
Example :
ଏହି ଆକାଦେମୀରେ କେତୋଟି ବଡ଼ବଡ଼ ବଖରା ଅଛି
Synonyms : ଆକାଦେମୀ