Meaning : କୌଣସି କାର୍ଯ୍ୟ, ସ୍ଥାନ ବା ଦେଶ ଉପରେ ଏକ ବ୍ୟକ୍ତି, ଦଳ ବା ସମାଜର ହେଉଥିବା ଆଧିପତ୍ୟ
Example :
ଏକ ସମୟରେ ଭାରତ ଉପରେ ଇଂରେଜମାନଙ୍କ ଏକାଧିପତ୍ୟ ଥିଲା
Translation in other languages :
किसी कार्य, स्थान या देश पर एक व्यक्ति, दल या समाज का होनेवाला आधिपत्य।
एक समय भारत पर अंग्रेजों का एकाधिपत्य था।Meaning : କୌଣସି ବସ୍ତୁ, କାମ ବା ବେପାରଆଦି ଉପରେ କୌଣସି ବ୍ୟକ୍ତି, ଦଳ, ବା ସମାଜର ସମ୍ପୂର୍ଣ୍ଣ ଅଧିକାର
Example :
ଏହି ବେପାରରେ ତାର ଏକାଧିପତ୍ୟ
Synonyms : ଏକାଧିକାର
Translation in other languages :