Copy page URL Share on Twitter Share on WhatsApp Share on Facebook
Get it on Google Play
Meaning of word ଏକମତ from ଓଡ଼ିଆ dictionary with examples, synonyms and antonyms.

ଏକମତ   ବିଶେଷ୍ୟ

Meaning : କୌଣସି ବିଚାର ବା ବିଷୟ ସମ୍ବନ୍ଧରେ ସବୁ ଲୋକଙ୍କ ଏକ ମତ ବା ରାୟ ହେବା ଅବସ୍ଥା ବା ଭାବ

Example : ତାଙ୍କର ବ୍ୟକ୍ତିତ୍ବ ବିଷୟରେ ବିଦ୍ବାନମାନେ ଏକମତ ନୁହଁନ୍ତି

Synonyms : ମତୈକ୍ୟ

ଏକମତ   ବିଶେଷଣ

Meaning : ଗୋଟିଏ ବା ସମାନ ମତାମତ ଉପସ୍ଥାପନ କରୁଥିବା

Example : ଏ ସଂସ୍ଥାର ସବୁ ସଦସ୍ୟ ଏହି ବିଷୟରେ ଏକମତ

Synonyms : ସହମତ


Translation in other languages :

एक या समान मत रखनेवाले।

इस विषय पर इस संस्था के सभी सदस्य एकमत हैं।
एकमत, एकराय

In complete agreement.

A unanimous decision.
consentaneous, consentient, unanimous