Meaning : ଯାହାର ସଂଗଠନ ହୋଇଛି
Example :
ଇଂରେଜମାନଙ୍କ ସହିତ ଟକ୍କର ଦେବା ପାଇଁ ଭାରତୀୟମାନଙ୍କୁ ସଂଗଠିତ ହେବାକୁ ପଡ଼ିଥିଲା
Synonyms : ସଂଗଠିତ
Translation in other languages :
Held together as by social or cultural ties.
A close-knit family.Meaning : କାହାରିସାଥିରେ ବା କାହାଦ୍ୱାରା ମିଶି ବା ସଂଯୁକ୍ତ ହୋଇ
Example :
ଭାତ,ଡାଲି,ତରକାରୀର ସମ୍ମିଳିତ ଭୋଜନ ସ୍ୱାସ୍ଥ୍ୟକାରକ ଈଶ୍ୱର ଦୃଶ୍ୟ ଅଦୃଶ୍ୟ ସମସ୍ତ ଜିନିଷରେ ସମ୍ମିଳିତ ଅଛନ୍ତି
Synonyms : ମିଶ୍ରିତ, ଯୁକ୍ତ, ସଂଯୁକ୍ତ, ସଂଶ୍ଳିଷ୍ଟ, ସମିଶ୍ରିତ, ସମ୍ମିଳିତ
Translation in other languages :
Made or joined or united into one.
combinedMeaning : ଏକାଠି କରାଯାଇଥିବା ବା ଗୋଟିଏ ଜାଗାକୁ ଅଣାଯାଇଥିବା
Example :
ଏ ବର୍ଷ ବାରୁଣୀ ମେଳାରେ ଏକତ୍ରିତ ହୋଇଥିବା ଲୋକଙ୍କ ଭିତରେ ଦଳାଚକଟା ଆରମ୍ଭ ହୋଇଗଲା
Translation in other languages :