Subscribe
URL of the page has been copied to clipboard.
Meaning : କୌଣସି ଜିନିଷ ଏକାଠିକରି ରଖିବା କାର୍ଯ୍ୟ
Example : କପିଳ ଐତିହାସିକ ସାମଗ୍ରୀକୁ ସଂଗ୍ରହ କରୁଛି
Synonyms : ଆକଳନ, ଏକାଠି, ସଂକଳନ, ସଂଗ୍ରହ
Translation in other languages :हिन्दी English
कोई चीज़ एकत्र या इकट्ठा करके रखने की क्रिया या भाव।
The act of gathering something together.
Meaning : ସମୂହ ରୂପରେ ବା ଜଣେ ଅନ୍ୟ ସହିତ
Example : ଏବେଠାରୁ ଆମେ ଯାହାବି କରିବା ଏକା ସାଙ୍ଗରେ କରିବା
Synonyms : ଏକାସାଙ୍ଗ, ଏକାସାଥୀ, ମିଳିମିଶି, ସାଙ୍ଗ, ସାଥୀ
समूह के रूप में या एक-दूसरे के संग।
In each other's company.
Meaning : ଏକାଠି କରାଯାଇଥିବା ବା ଗୋଟିଏ ଜାଗାକୁ ଅଣାଯାଇଥିବା
Example : ଏ ବର୍ଷ ବାରୁଣୀ ମେଳାରେ ଏକତ୍ରିତ ହୋଇଥିବା ଲୋକଙ୍କ ଭିତରେ ଦଳାଚକଟା ଆରମ୍ଭ ହୋଇଗଲା
Synonyms : ଏକତ୍ରିତ, ଜମା
इकट्ठा किया हुआ या एक जगह लाया हुआ।
Brought together in one place.
Install App