Subscribe
URL of the page has been copied to clipboard.
Meaning : ଗୋଟିଏ ହେବାର ଅବସ୍ଥା ବା ଭାବ
Example : ଦେଶର ଏକତା ଓ ଅଖଣ୍ଡତାକୁ ବଜାୟ ରଖିବା ଆମର ପରମ କର୍ତ୍ତବ୍ୟ ସେମାନଙ୍କ ମଧ୍ୟରେ ବହୁତ ଏକତା ଅଛି
Synonyms : ଅଭେଦ, ମିଳନ, ମେଳ, ସଂଗଠନ, ସାମ୍ୟ
Translation in other languages :हिन्दी English
एक होने की अवस्था या भाव।
The quality of being united into one.
Install App