Meaning : ଗୋଟିଏ ଆଡ଼ର ବା ତରଫର
Example :
ସେ ମୋତେ ଏକତରଫା ଭଡ଼ା ହିଁ ଦେଲା ଷ୍ଟେସନ ପର୍ଯ୍ୟନ୍ତ ଏହି ରାସ୍ତା ଏକତରଫା ଯାଇଛି
Translation in other languages :
Meaning : ଏକ ପକ୍ଷର
Example :
ଏକତରଫା ବୟାନ ଶୁଣି କାହା ପ୍ରତି ନ୍ୟାୟ କରାଯାଇ ପାରିବ ନାହିଁ
Translation in other languages :