Meaning : ଯେଉଁ ରାଜ୍ୟ ପ୍ରଣାଳୀରେ ଦେଶ ଶାସନର ସଂପୂର୍ଣ୍ଣ ଅଧିକାର ଜଣେ ରାଜା ବା ଅଧିନାୟକଙ୍କୁ ପ୍ରାପ୍ତ ହୋଇଥାଏ
Example :
ଏକଛତ୍ର ଶାସନ ଦେଶ ଓ ଦେଶବାସୀଙ୍କପାଇଁ ଭଲ ନୁହେଁ
Synonyms : ଏକଛତ୍ର
Translation in other languages :
A form of government in which the ruler is an absolute dictator (not restricted by a constitution or laws or opposition etc.).
absolutism, authoritarianism, caesarism, despotism, dictatorship, monocracy, one-man rule, shogunate, stalinism, totalitarianism, tyranny