Subscribe
URL of the page has been copied to clipboard.
Meaning : ଯେଉଁ ସ୍ତ୍ରୀର ରଜ ପ୍ରବାହିତ ହେଉଛି
Example : ଗର୍ଭ ଧାରଣ ନ କରିପାରିବା କାରଣରୁ ରଜସ୍ୱଳାକୁ ଲୋକମାନେ ଥଟ୍ଟା କରିବାକୁ ଲାଗିଲେ
Synonyms : କୁସୁମବତୀ, ପୁଷ୍ପବତୀ, ପୁଷ୍ପିତା, ରଜବତୀ, ରଜସ୍ୱାଳା
Translation in other languages :हिन्दी
वह स्त्री जिसका रज प्रवाहित होता हो।
Meaning : ଯାହାର ରଜ ପ୍ରବାହିତ ହୁଏ
Example : ରଜସ୍ୱଳା ସ୍ତ୍ରୀ ହିଁ ଗର୍ଭଧାରଣ କରିପାରେ
Synonyms : ପୁଷ୍ପବତୀ, ରଜସ୍ୱଳା, ରଜୋବତୀ
जिसका रज प्रवाहित होता हो।
Install App