Meaning : ଉଡ଼ାଜାହାଜରେ ଗନ୍ତବ୍ୟ ସ୍ଥଳ ପର୍ଯ୍ୟନ୍ତ ଅବଧି ଯାତ୍ରା
Example :
ସେ ଦୁଇଟାବେଳ ବିମାନରେ ଆସୁଛି ପାଗ ଖରାପଥିବାରୁ ଉଡ଼ାଣ ସମୟରେ ପରିବର୍ତ୍ତନ ହୋଇଛି
Translation in other languages :
Meaning : ବେଙ୍ଗଳାପକା ହୋଇଥିବା ଶସ୍ୟକୁ ପବନରେ ଉଡ଼ାଇବା କ୍ରିୟା ବା ଭାବ ଯେଉଁଥିରେ ଚଷୁ ଅଲଗା ହୋଇଯାଏ
Example :
ଉଡ଼ାଣ ପରେ ସେ ଧାନକୁ ଅମାରରେ ରଖିଲେ
Translation in other languages :