Meaning : ଖସି ପଡ଼ିଥିବା ଉଲ୍କା ଯାହା ପଥର ରୂପରେ ମିଳିଥାଏ
Example :
ବେଳେବେଳେ ଉଲ୍କାଖଣ୍ଡ ରାତିରେ ପୃଥିବୀ ଉପରେ ଖସିବା ଦେଖାଯାଏ
Synonyms : ଉଲ୍କାଖଣ୍ଡ
Translation in other languages :
Stony or metallic object that is the remains of a meteoroid that has reached the earth's surface.
meteorite