Subscribe
URL of the page has been copied to clipboard.
Meaning : ଯେ ଉପାଡ଼େ ବା ଉପାଡ଼ିଲାବାଲା
Example : ଜଣେ ବାଳ ଟଣା ଲୋକ ଏକାନ୍ତରେ ବସି ନିଜ ମୁଣ୍ଡର ପାଚିଲା ବାଳକୁ ଭିଡ଼ୁଥିଲା
Synonyms : ଝିଙ୍କା, ଟଣା, ଭିଡ଼ା
Translation in other languages :हिन्दी
जो नोचे या नोचनेवाला।
Meaning : ଓପଡ଼ା ଯାଇଥିବା
Example : ଓପଡ଼ା ଗଛଗୁଡ଼ିକୁ ଲଗାଇବା ନିହାତି ଦରକାର
Synonyms : ଉତ୍ପାଟିତ, ଓପଡ଼ା, ବିଦାରିତ
उखाड़ा हुआ।
Install App