Subscribe
URL of the page has been copied to clipboard.
Meaning : ଯାହା ଅର୍ଜନ କରାଯାଇଛି ବା ଉପାର୍ଜନ କରାଯାଇଛି
Example : ଏ ସବୁ ସମ୍ପତ୍ତି ମୁଁ ନିଜେ ଅର୍ଜନ କରିଛି, କାହାର ଦିଆ ହୋଇଥିବା ନୁହେଁ
Synonyms : ଅର୍ଜିତ
Translation in other languages :हिन्दी
जिसे अर्जित किया गया हो या कमाया गया हो।
Meaning : ଯେ କୌଣସି ପ୍ରକାରେ ନିଜ ଅଧିକାରକୁ ଆସିଛି ବା ଅଣା ଯାଇଛି
Example : ସେ ନିଜ ପିତାଙ୍କଦ୍ୱାରା ପ୍ରାପ୍ତ ଧନକୁ ଗରିବମାନଙ୍କ ମଧ୍ୟରେ ବାଣ୍ଟିଦେଲେ
Synonyms : ପ୍ରାପ୍ତ, ମିଳିଥିବା, ହସ୍ତଗତ, ହାସଲ
जो किसी प्रकार अपने अधिकार में आया या लाया गया हो।
Install App