Meaning : ଲେଖିବାବେଳେ କାଗଜ ଆଦିର ଧାରରେ ଛଡ଼ା ଯାଉଥିବା ଖାଲି ଜାଗା
Example :
ସାଦା କାଗଜରେ ଲେଖିବା ସମୟରେ ମାର୍ଜିନ ନିଶ୍ଚୟ ଛାଡ଼ିବା ଉଚିତ୍
Translation in other languages :
Meaning : କୌଣସି ବସ୍ତୁର ସେହି ଭାଗ ଯେଉଁଠାରେ ତାହାର ଲମ୍ବ ବା ଓସାର ସମାପ୍ତ ହୋଇଥାଏ
Example :
ଏ ଥାଳିର ଫନ୍ଦ ବହୁତ ପତଳା
Translation in other languages :